ତଚ୍ଛରୂପ

ଉଇକିଅଭିଧାନ‌ରୁ

ତଚ୍ଛରୂପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ତତ୍ସ୍ୱରୂପ)[ସମ୍ପାଦନା]

ହୁବେହୁବ୍; ଅବିକଳ — ୧. Exact; perfect.

(ଯଥା—ଫଟଗ୍ରାଫ ଯନ୍ତ୍ର ମନୂଷ୍ୟର ତଚ୍ଛରୂପ ଚିତ୍ର ଆଙ୍କିନିଏ)

୨. ଠିକ୍ ତାହାପରି —୨. Exactly similar to that.

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

ନିଜର ବିକଟ ରୂପ — One's own furious image or form.

(ଯଥା—ତୁ ତ କେବେ ତା ତଚ୍ଛରୂପ ଦେଖି ନାହୁଁ, ଦେଖିଲେ ହଗି ମତି ପକେଇବୁ)