ତଚ୍ଛରୂପ
ଦେଖଣା
ତଚ୍ଛରୂପ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ତତ୍ସ୍ୱରୂପ)
[ସମ୍ପାଦନା]ହୁବେହୁବ୍; ଅବିକଳ — ୧. Exact; perfect.
(ଯଥା—ଫଟଗ୍ରାଫ ଯନ୍ତ୍ର ମନୂଷ୍ୟର ତଚ୍ଛରୂପ ଚିତ୍ର ଆଙ୍କିନିଏ)
- ୨. ଠିକ୍ ତାହାପରି —୨. Exactly similar to that.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ନିଜର ବିକଟ ରୂପ — One's own furious image or form.
(ଯଥା—ତୁ ତ କେବେ ତା ତଚ୍ଛରୂପ ଦେଖି ନାହୁଁ, ଦେଖିଲେ ହଗି ମତି ପକେଇବୁ)