Jump to content

ଓଡ଼ିଆରେ ଟାଇପ କରିବା ପାଇଁ ଏହି ପୃଷ୍ଠାର ବାମ ପଟେ ତଳେ ଥିବା ଅଲଗା ଭାଷାରେ କିମ୍ବା Languages କଡ଼ରେ ଥିବା ଉପରେ କ୍ଲିକ କରି ଓଡ଼ିଆ ବାଛନ୍ତୁ ।
  Typing Support    Odia Typing Layout     କର୍ମଶାଳା     ପ୍ରଶ୍ନ ପଚାରନ୍ତୁ   Odia Wikipedia

ତଟାଘାତ

ଉଇକିଅଭିଧାନ‌ରୁ

ତଟାଘାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଟ+ଆଘାତ, ୭ମୀ ତତ୍)

[ସମ୍ପାଦନା]

ତଟାଦିରେ କରୀର କରାଘାତ; ହସ୍ତୀ ଓ ବୃଷ ପ୍ରଭୃତିଙ୍କ ବପ୍ରକ୍ରୀଡ଼ା; ଖୁରିଖାଇବା — Butting or striking a bank, with the tusks or horns (such as the elephants striking their tusks and bulls their horns against a bank.

[ଦ୍ରଷ୍ଟବ୍ୟ —ହାତୀମାନେ ଦାନ୍ତରେ, ଷଣ୍ଢ ଶିଙ୍ଘ ଓ ଖୁରାରେ, ଘୋଡ଼ା ଟାପୁରେ ମାଟିକୁ କରିବା ଆଘାତକୁ ତଟାଘାତ ବୋଲାଯାଏ]