ତଟାଘାତ

ଉଇକିଅଭିଧାନ‌ରୁ

ତଟାଘାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଟ+ଆଘାତ, ୭ମୀ ତତ୍)[ସମ୍ପାଦନା]

ତଟାଦିରେ କରୀର କରାଘାତ; ହସ୍ତୀ ଓ ବୃଷ ପ୍ରଭୃତିଙ୍କ ବପ୍ରକ୍ରୀଡ଼ା; ଖୁରିଖାଇବା — Butting or striking a bank, with the tusks or horns (such as the elephants striking their tusks and bulls their horns against a bank.

[ଦ୍ରଷ୍ଟବ୍ୟ —ହାତୀମାନେ ଦାନ୍ତରେ, ଷଣ୍ଢ ଶିଙ୍ଘ ଓ ଖୁରାରେ, ଘୋଡ଼ା ଟାପୁରେ ମାଟିକୁ କରିବା ଆଘାତକୁ ତଟାଘାତ ବୋଲାଯାଏ]