ତଡ଼ାବଡ଼ି
ଦେଖଣା
ତଡ଼ାବଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତଡ଼ବଡ଼ିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ୱରା)
[ସମ୍ପାଦନା]- ୧. ଚାଞ୍ଚଲ୍ୟ; ତରତର — ୧. Haste; bustle.
- ୨. କାର୍ଯ୍ୟରେ ଅନବରସ — ୨. Want of leisure.
- ୩. ଧୂମ୍ଧାମ୍; ଗୋଳମାଳ — ୩. Ado; confusion.
ଦେଶଜ - ବିଶେଷଣ -
[ସମ୍ପାଦନା]ତ୍ୱରାଯୁକ୍ତ; ଚଞ୍ଚଳିଆ; ଅତର୍ଛିଆ — Speedy; hasty.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଶ୍ରୀଘ୍ର —୧. Quickly.
- ୨. ହରିତ —୨. In haste; in a hurry.
ତଡ଼ାବଡ଼ି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ବିଶେଷଣ - କ୍ରି.ବିଶେଷଣ -
[ସମ୍ପାଦନା]ତଡ଼ବଡ଼ି (ଦେଖ) - Taṟḍ̠abaṟḍ̠i (See)