ତଡ଼ାବଡ଼ି
ତଡ଼ାବଡ଼ି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ତଡ଼ବଡ଼ିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ୱରା)[ସମ୍ପାଦନା]
- ୧. ଚାଞ୍ଚଲ୍ୟ; ତରତର — ୧. Haste; bustle.
- ୨. କାର୍ଯ୍ୟରେ ଅନବରସ — ୨. Want of leisure.
- ୩. ଧୂମ୍ଧାମ୍; ଗୋଳମାଳ — ୩. Ado; confusion.
ଦେଶଜ - ବିଶେଷଣ -[ସମ୍ପାଦନା]
ତ୍ୱରାଯୁକ୍ତ; ଚଞ୍ଚଳିଆ; ଅତର୍ଛିଆ — Speedy; hasty.
ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]
- ୧. ଶ୍ରୀଘ୍ର —୧. Quickly.
- ୨. ହରିତ —୨. In haste; in a hurry.
ତଡ଼ାବଡ଼ି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ - ବିଶେଷଣ - କ୍ରି.ବିଶେଷଣ -[ସମ୍ପାଦନା]
ତଡ଼ବଡ଼ି (ଦେଖ) - Taṟḍ̠abaṟḍ̠i (See)