ତଡ଼ାବଡ଼ି

ଉଇକିଅଭିଧାନ‌ରୁ

ତଡ଼ାବଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ତଡ଼ବଡ଼ିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ୱରା)[ସମ୍ପାଦନା]

୧. ଚାଞ୍ଚଲ୍ୟ; ତରତର — ୧. Haste; bustle.
୨. କାର୍ଯ୍ୟରେ ଅନବରସ — ୨. Want of leisure.
୩. ଧୂମ୍ଧାମ୍; ଗୋଳମାଳ — ୩. Ado; confusion.

ଦେଶଜ - ବିଶେଷଣ -[ସମ୍ପାଦନା]

ତ୍ୱରାଯୁକ୍ତ; ଚଞ୍ଚଳିଆ; ଅତର୍ଛିଆ — Speedy; hasty.

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଶ୍ରୀଘ୍ର —୧. Quickly.
୨. ହରିତ —୨. In haste; in a hurry.



ତଡ଼ାବଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ବିଶେଷଣ - କ୍ରି.ବିଶେଷଣ -[ସମ୍ପାଦନା]

ତଡ଼ବଡ଼ି (ଦେଖ) - Taṟḍ̠abaṟḍ̠i (See)