ତଡ଼ିଦ୍ଗେଗ
ଦେଖଣା
ତଡ଼ିଦ୍ଗେଗ
ଉଚ୍ଚାରଣ
[ସମ୍ପାଦନା](ତଡ଼ିଦେଗା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -(ତଡ଼ିତ୍+ବେଗ; ଷଷ୍ଠୀ ତତ୍)
[ସମ୍ପାଦନା]- ୧. ତଡ଼ିତର ବେଗ — ୧. The speed of lightening.
- ୨. (ରୂପକ, କର୍ମଧା) ତଡ଼ିତର ବେଗ ପରି ବେଗ ବା ଗତି; ଶ୍ରୀଘ୍ରଗତି — ୨. Speed like that of the lightning; quick speed; lightning speed.
ସଂସ୍କୃତ - ବିଶେଷଣ - କ୍ଲୀ. ଫୁ (ବହୁବ୍ରୀହି)
[ସମ୍ପାଦନା]ତଡ଼ିତର ଗତି ପରି ବେଗବାନ୍ —Quick in step or speed like the lightning.