ତଡ଼ିଦ୍ଗେଗ
ତଡ଼ିଦ୍ଗେଗ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ତଡ଼ିଦେଗା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -(ତଡ଼ିତ୍+ବେଗ; ଷଷ୍ଠୀ ତତ୍)[ସମ୍ପାଦନା]
- ୧. ତଡ଼ିତର ବେଗ — ୧. The speed of lightening.
- ୨. (ରୂପକ, କର୍ମଧା) ତଡ଼ିତର ବେଗ ପରି ବେଗ ବା ଗତି; ଶ୍ରୀଘ୍ରଗତି — ୨. Speed like that of the lightning; quick speed; lightning speed.
ସଂସ୍କୃତ - ବିଶେଷଣ - କ୍ଲୀ. ଫୁ (ବହୁବ୍ରୀହି)[ସମ୍ପାଦନା]
ତଡ଼ିତର ଗତି ପରି ବେଗବାନ୍ —Quick in step or speed like the lightning.