ତଣ୍ଟି କାଟିବା
ତଣ୍ଟି କାଟିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ତଣ୍ଟି କାଟିବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଗଳା କାଟିବା — ୧. To cut the throat.
- ୨. ଗଳା କାଟି ମାରିଦେବା — ୨. To kill by cutting the throat.
- ୩. ସର୍ବନାଶ ଘଟାଇବା —୩. To ruin a person; to cause ruin (of a person)
(ଯଥା—ବୃଦ୍ଧ ବୟସରେ ବାପମାଆଙ୍କର ତଣ୍ଟି କାଟିଦେଇ ଯୁବକ ପୁତ୍ର ସନ୍ନ୍ୟାସୀ ହୋଇଗଲା)
- ୪. ଦଗା ଦେବା; ଠକିବା — ୪. To cheat; to commit fraud.
ଅଣ୍ଟି ଛୁରି ତଣ୍ଟି କାଟେ—ପ୍ରବଚନ