ତଣ୍ଟି କାଟିବା

ଉଇକିଅଭିଧାନ‌ରୁ

ତଣ୍ଟି କାଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଗଳା କାଟିବା — ୧. To cut the throat.
୨. ଗଳା କାଟି ମାରିଦେବା — ୨. To kill by cutting the throat.


୩. ସର୍ବନାଶ ଘଟାଇବା —୩. To ruin a person; to cause ruin (of a person)

(ଯଥା—ବୃଦ୍ଧ ବୟସରେ ବାପମାଆଙ୍କର ତଣ୍ଟି କାଟିଦେଇ ଯୁବକ ପୁତ୍ର ସନ୍ନ୍ୟାସୀ ହୋଇଗଲା)

୪. ଦଗା ଦେବା; ଠକିବା — ୪. To cheat; to commit fraud.

ଅଣ୍ଟି ଛୁରି ତଣ୍ଟି କାଟେ—ପ୍ରବଚନ