ତଣ୍ଟିରେ ଖୁର ଦେବା

ଉଇକିଅଭିଧାନ‌ରୁ

ତଣ୍ଟିରେ ଖୁର ଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଗଳା କାଟିବା — ୧. To cut throat.
୨. (ଲକ୍ଷଣାର୍ଥ) ମରଣ ଭଳିଆ ଦୁଃଖ ଦେବା — ୨. To cause death-like anguish or mental suffering.

ତଣ୍ଟିରେ ଖୁର ମାରିବା; ତଣ୍ଟିରେ ଛୁରା(ରି) ଦେବା(ମାରିବା)—ଅନ୍ୟରୂପ

(ଯଥା—ସେ ମଲାନିଁ ଯେ, ମୋ ତଣ୍ଟିରେ ଖୁର ଦେଇଗଲା)

୩. ମରଣ ଭଳିଆ ସର୍ବସ୍ୱାନ୍ତ କରିବା — ୩. To cause death-like ruine.

(ଯଥା—ଜମିଦାର ମୋ ଜମିତକ ନିଲାମ କରି ନେଇ ମୋ ତଣ୍ଟିରେ ଖୁର ଦେଲେ)