ତଣ୍ଟିରେ ଖୁର ଦେବା
ତଣ୍ଟିରେ ଖୁର ଦେବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ତଣ୍ଟିରେ ଖୁର ଦେବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଗଳା କାଟିବା — ୧. To cut throat.
- ୨. (ଲକ୍ଷଣାର୍ଥ) ମରଣ ଭଳିଆ ଦୁଃଖ ଦେବା — ୨. To cause death-like anguish or mental suffering.
ତଣ୍ଟିରେ ଖୁର ମାରିବା; ତଣ୍ଟିରେ ଛୁରା(ରି) ଦେବା(ମାରିବା)—ଅନ୍ୟରୂପ
(ଯଥା—ସେ ମଲାନିଁ ଯେ, ମୋ ତଣ୍ଟିରେ ଖୁର ଦେଇଗଲା)
- ୩. ମରଣ ଭଳିଆ ସର୍ବସ୍ୱାନ୍ତ କରିବା — ୩. To cause death-like ruine.
(ଯଥା—ଜମିଦାର ମୋ ଜମିତକ ନିଲାମ କରି ନେଇ ମୋ ତଣ୍ଟିରେ ଖୁର ଦେଲେ)