ଥଣ୍ଡା ଲାଗିବା
ଥଣ୍ଡା ଲାଗିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଥଣ୍ଡା ଲାଗିବା
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଶୀତଳ ବୋଧ ହେବା — ୧. Feeling of a cool sensation.
- ୨. ଶରଦି ଧରିବା —୨. Catching of cold; being effected by chill.
- ୩. ଦେହରେ କାକର ବା ଥଣ୍ଡା ପବନ ଲାଗିବା — ୩. Being affected by cold air or dew.
କ୍ରିୟାପଦ -[ସମ୍ପାଦନା]
ହାତକୁ ବା ସ୍ପର୍ଶକୁ କାକରିଆ ଲାଗିବା — To appear cold to one's touch.