ଥଣ୍ଡା ହେବା
ଥଣ୍ଡା ହେବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଥଣ୍ଡା ହେବା
|
ଦେଶଜ - କ୍ରିୟାପଦ - (ଲକ୍ଷଣାର୍ଥ)[ସମ୍ପାଦନା]
- ୧. କୌଣସି ଅସନ୍ତୋଷର କାରଣର ନିବୃତ୍ତି ପରେ ମନରେ ଶାନ୍ତି ଉପଭୋଗ କରିବା —୧. (figurative) To be pacified after one's grievance is remedied.
(ଯଥା—ମୁଦାଲାଙ୍କୁ ପଚାଶ ପଚାଶ ଟଙ୍କା ଜୋରିମାନା କରିବାରୁ ମୁଦେଇମାନେ ଥଣ୍ଡା ହୋଇଗଲେ)
- ୨. (ଲକ୍ଷଣାର୍ଥ) କ୍ଷୁଧା ତୃଷ୍ଣାଦିର ନିବୃତ୍ତି ପରେ ଶାନ୍ତ ହେବା — ୨. (figurative) To be satiated after satisfaction of hunger, thirst etc.
(ଯଥା—ସନ୍ଧ୍ୟା ବେଳକୁ ଯାଇ ଅନ୍ନ ମୁଠିଏ ପଡ଼ିବାରୁ ପେଟ ଥଣ୍ଡା ହେଲା)
- ୩. ଶୀତଳ ହେବା —୩. To become cold.