ଥିବା
ଥିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ - (ସଂସ୍କୃତ - ସ୍ଥା ଧାତୁ)[ସମ୍ପାଦନା]
- ୧. ହେବା — ୧. To be to exist.
- ୨. ଜୀବନରେ ରହିବା — ୨. To be alive.
ଥିବି କି ଛାଡ଼ିବି ପ୍ରାଣ—କବିସୂର୍ଯ୍ୟ. କିଶୋରୀଚମ୍ପୁ ଥ ଗୀତ
- ୩. ରହିବା —୩. Remain.
ସେ ଚଣ୍ଡାଂଶୁ ସ୍ନେହକଶେ ଥାଉ ଚନ୍ଦ୍ରପ୍ରୀତି—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
ବିଶେଷଣ -[ସମ୍ପାଦନା]
- ୧. ଧନୀ —୧. Rich; well-to-do.
(ଯଥା—ଥିବା ଘର, ଥିବା ଲୋକ)