ଥିବା

ଉଇକିଅଭିଧାନ‌ରୁ

ଥିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ସ୍ଥା ଧାତୁ)[ସମ୍ପାଦନା]

୧. ହେବା — ୧. To be to exist.
୨. ଜୀବନରେ ରହିବା — ୨. To be alive.

ଥିବି କି ଛାଡ଼ିବି ପ୍ରାଣ—କବିସୂର୍ଯ୍ୟ. କିଶୋରୀଚମ୍ପୁ ଥ ଗୀତ

୩. ରହିବା —୩. Remain.

ସେ ଚଣ୍ଡାଂଶୁ ସ୍ନେହକଶେ ଥାଉ ଚନ୍ଦ୍ରପ୍ରୀତି—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

ବିଶେଷଣ -[ସମ୍ପାଦନା]

୧. ଧନୀ —୧. Rich; well-to-do.

(ଯଥା—ଥିବା ଘର, ଥିବା ଲୋକ)