ଦଅଣା
ଦେଖଣା
ଦଅଣା
ଉଚ୍ଚାରଣ
[ସମ୍ପାଦନା](ଦଏଣା—ଅନ୍ୟରୂପ)
(ଦଅଣୀ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦଅଣା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦମନକ)
[ସମ୍ପାଦନା]- ୧. ସୁବାସପତ୍ରବିଶିଷ୍ଟ ଶାକ— ଗୁଳ୍ମ ବିଶେଷ —୧. Artemisia Indica; Artamisia Chinensis; Artemisia Latifolia; Thyme.
[ ଦ୍ର—ଏହାର ପତ୍ରର ପକ୍ଷ ଛିନ୍ନ; ନିମ୍ନପୃଷ୍ଠ ଲୋମଶ ଅନ୍ୟ ଏକ ଜାତୀୟ ଗଛକୁ ଚୋରିଦଅଣା ବୋଲାଯାଏ ତହିଁର ସଂସ୍କତ ନାମ ନାଗଦମନକ, ବଙ୍ଗଳା ନାଗଦନା,—ତହିଁର ପତ୍ର ଚେପ୍ଟା ଓ ନିମ୍ନପୃଷ୍ଠ ଦୀର୍ଘଲୋମଶ; ତହିଁର ଇଂରାଜି ନାମ — Artemisia Vulgaris ]
- ୨. ସେବତୀଫୁଲ ପରି ଏକପ୍ରକାର ଫୁଲ ଗଛି — ୨. A kind of flower-plant like Rosa- <? ?>Moschata.
- ୩. ସ୍ତ୍ରୀ—ସ୍ତ୍ରୀଲୋକମାନଙ୍କର ନାମବିଶେଷ — A name given to females.