ଦଅଣା

ଉଇକିଅଭିଧାନ‌ରୁ

ଦଅଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଏଣା—ଅନ୍ୟରୂପ)

(ଦଅଣୀ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦମନକ)[ସମ୍ପାଦନା]

୧. ସୁବାସପତ୍ରବିଶିଷ୍ଟ ଶାକ— ଗୁଳ୍ମ ବିଶେଷ —୧. Artemisia Indica; Artamisia Chinensis; Artemisia Latifolia; Thyme.

[ ଦ୍ର—ଏହାର ପତ୍ରର ପକ୍ଷ ଛିନ୍ନ; ନିମ୍ନପୃଷ୍ଠ ଲୋମଶ ଅନ୍ୟ ଏକ ଜାତୀୟ ଗଛକୁ ଚୋରିଦଅଣା ବୋଲାଯାଏ ତହିଁର ସଂସ୍କତ ନାମ ନାଗଦମନକ, ବଙ୍ଗଳା ନାଗଦନା,—ତହିଁର ପତ୍ର ଚେପ୍ଟା ଓ ନିମ୍ନପୃଷ୍ଠ ଦୀର୍ଘଲୋମଶ; ତହିଁର ଇଂରାଜି ନାମ — Artemisia Vulgaris ]

୨. ସେବତୀଫୁଲ ପରି ଏକପ୍ରକାର ଫୁଲ ଗଛି — ୨. A kind of flower-plant like Rosa- <? ?>Moschata.
୩. ସ୍ତ୍ରୀ—ସ୍ତ୍ରୀଲୋକମାନଙ୍କର ନାମବିଶେଷ — A name given to females.