Jump to content

ଦଇତାରି

ଉଇକିଅଭିଧାନ‌ରୁ

ଦଇତାରି

ଉଚ୍ଚାରଣ

[ସମ୍ପାଦନା]

(ଦଇତ୍ୟାରି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୈତ୍ୟାରି)

[ସମ୍ପାଦନା]
୧. ବିଷ୍ଣ — ୧. A name of Bishṇu, the enemy of the demons.

ଆହେ ଦୀନବାନ୍ଧବ ମାଧବ ଦଇତାରି—କୃଷ୍ଣସଂହ. ମହାଭାରତ .ଆଦି

୨. (ନାମ) ପୁରୁଷଙ୍କୁ ଦିଆଯିବା ନାମ — ୨. A name given to males.