ଦଇତାରି

ଉଇକିଅଭିଧାନ‌ରୁ

ଦଇତାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଦଇତ୍ୟାରି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୈତ୍ୟାରି)[ସମ୍ପାଦନା]

୧. ବିଷ୍ଣ — ୧. A name of Bishṇu, the enemy of the demons.

ଆହେ ଦୀନବାନ୍ଧବ ମାଧବ ଦଇତାରି—କୃଷ୍ଣସଂହ. ମହାଭାରତ .ଆଦି

୨. (ନାମ) ପୁରୁଷଙ୍କୁ ଦିଆଯିବା ନାମ — ୨. A name given to males.