ଦଉଡ଼ିଆ

ଉଇକିଅଭିଧାନ‌ରୁ

ଦଉଡ଼ିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଦଉଡ଼ି ଯା—ବିପରୀତ)

(ଦଉଡ଼ି ଆସ—ଆଦରାର୍ଥକ)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ରଜ୍ଜୁନିର୍ମିତ (ଯଥା, ଦଉଡ଼ିଆ ଖଟ) — ୧. Made of rope.
୨. ତନ୍ତୁମୟ — ୨. Fibrous.
୩. ଦଉଡ଼ି ପରି ଚେମଡ଼ା — ୩. Tenacious like a rope.

କ୍ରି. (ଅନାଦରାର୍ଥକ)[ସମ୍ପାଦନା]

ଧାଇଁ ଆସ — (you) Come running.