ଦଉଡ଼ିଆ
ଦଉଡ଼ିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଦଉଡ଼ି ଯା—ବିପରୀତ)
(ଦଉଡ଼ି ଆସ—ଆଦରାର୍ଥକ)
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ରଜ୍ଜୁନିର୍ମିତ (ଯଥା, ଦଉଡ଼ିଆ ଖଟ) — ୧. Made of rope.
- ୨. ତନ୍ତୁମୟ — ୨. Fibrous.
- ୩. ଦଉଡ଼ି ପରି ଚେମଡ଼ା — ୩. Tenacious like a rope.
କ୍ରି. (ଅନାଦରାର୍ଥକ)[ସମ୍ପାଦନା]
ଧାଇଁ ଆସ — (you) Come running.