ବୈଦ୍ୟ
ଦେଖଣା
ବୈଦ୍ୟ
ଉଚ୍ଚାରଣ
[ସମ୍ପାଦନା](ବେଦ୍ୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ—(ବେଦ=ଆୟୁର୍ବେଦ+କୁଶଲାର୍ଥେ ଯ)
[ସମ୍ପାଦନା]- ୧. ଆୟୁର୍ବେଦୋକ୍ତ ପ୍ରଣାଳୀରେ ଚିକିତ୍ସା ବ୍ୟବସାୟ କରିବା ବ୍ୟ୍ୟକ୍ତି; ଭିକ୍ଷକ୍; ଚିକିତ୍ସକ —୧. A physician (following the Hindu system of medicine).
- ୨. ବିଦ୍ୱାନ୍; ପଣ୍ଡିତ; ଜ୍ଞାନୀ — ୨. A learned man; a philosopher a wise man.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅମ୍ୱଷ୍ଠ ଜାତି; ବ୍ରାହ୍ମଣପିତୃକ ଓ ବୈଶ୍ୟମାତୃକ ପୂର୍ବବଙ୍ଗରେ ଚିକିତ୍ସାବ୍ୟବସାୟୀ ଜାତି— ବିଶେଷ —A caste of physician in East Bengal.
[ଦ୍ରଷ୍ଟବ୍ୟ —ଏମାନେ ଦ୍ୱିଜାତି ଥିବାରୁ ବ୍ରାହ୍ମଣଙ୍କ ପରି ବ୍ରତ ହୁଅନ୍ତି ଓ ଯଜ୍ଞୋପବୀତ ଧାରଣ କରନ୍ତି; ସାଧାରଣତଃ ଦାସଗୁପ୍ତ ଓ ସେନଗୁପ୍ତ ପ୍ରଭୃତି ଏମାନଙ୍କର ବଂଶଗତ ଉପାଧି ଅଟେ]