ବୈଦ୍ୟ

ଉଇକିଅଭିଧାନ‌ରୁ

ବୈଦ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବେଦ୍ୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(ବେଦ=ଆୟୁର୍ବେଦ+କୁଶଲାର୍ଥେ ଯ)[ସମ୍ପାଦନା]

୧. ଆୟୁର୍ବେଦୋକ୍ତ ପ୍ରଣାଳୀରେ ଚିକିତ୍ସା ବ୍ୟବସାୟ କରିବା ବ୍ୟ୍ୟକ୍ତି; ଭିକ୍ଷକ୍; ଚିକିତ୍ସକ —୧. A physician (following the Hindu system of medicine).
୨. ବିଦ୍ୱାନ୍; ପଣ୍ଡିତ; ଜ୍ଞାନୀ — ୨. A learned man; a philosopher a wise man.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଅମ୍ୱଷ୍ଠ ଜାତି; ବ୍ରାହ୍ମଣପିତୃକ ଓ ବୈଶ୍ୟମାତୃକ ପୂର୍ବବଙ୍ଗରେ ଚିକିତ୍ସାବ୍ୟବସାୟୀ ଜାତି— ବିଶେଷ —A caste of physician in East Bengal.

[ଦ୍ରଷ୍ଟବ୍ୟ —ଏମାନେ ଦ୍ୱିଜାତି ଥିବାରୁ ବ୍ରାହ୍ମଣଙ୍କ ପରି ବ୍ରତ ହୁଅନ୍ତି ଓ ଯଜ୍ଞୋପବୀତ ଧାରଣ କରନ୍ତି; ସାଧାରଣତଃ ଦାସଗୁପ୍ତ ଓ ସେନଗୁପ୍ତ ପ୍ରଭୃତି ଏମାନଙ୍କର ବଂଶଗତ ଉପାଧି ଅଟେ]