ଦକ୍ଷିଣା
ଦେଖଣା
ଦକ୍ଷିଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ପୂଜକ, ଆଚାର୍ଯ୍ୟ ପୁରୋହିତ ଓ ମନ୍ତ୍ରଗୁରୁ ଆଦିଙ୍କୁ ଦେୟ ଅର୍ଥ ବା ବିଦାକି —୧. Present or fee given to a priest or preceptor etc; sacrificial fee.
ଏ ସମୟେ ଋତ୍ୱଜ ଦକ୍ଷଣାକୁ ପାଇ, ଯାଗର ସମାପତି ଦିଅନ୍ତି କରାଇ କୃଷ୍ଣସିଂହ. ମହାଭାରତ ଶାନ୍ତ
- ୨. ପୁରସ୍କାର —୨. Reward.
- ୩. ଦକ୍ଷିଣ ଦିଗ —୩. The south point of the compass.
- ୪. ଦକ୍ଷିଣ ଦିଗ —୪. The southern country.
- ୫. ଯଜ୍ଞ ପତ୍ନୀ —୫. The wife of sacrifice personified.
[ଦ୍ରଷ୍ଟବ୍ୟ — ପୁରୁଣାରେ ଦକ୍ଷିଣା ଯଜ୍ଞର ପତ୍ନୀରୂପେ କଳ୍ପିତା; ବ୍ରହ୍ମ— ବୈବର୍ତ୍ତ ପୁରାଣରେ ଲେଖା ଅଛି ଯେ କାର୍ତ୍ତିକ ପୂର୍ଣ୍ଣିମା ରାତ୍ରିରେ ରାସୋତ୍ସବ ହେଉଥିବା କାଳରେ ଶ୍ରୀକୃଷ୍ଣଙ୍କ ଦକ୍ଷିଣାଂଶରୁ ଦକ୍ଷିଣାର ଉତ୍ପତ୍ତି ହୋଇଥିଲା ହିନ୍ଦୀ - ଶବ୍ଦସାଗର ]
- ୬. ବ୍ରହ୍ମଣଙ୍କୁ ଭୋଜନ କରାଇବା ପରେ ଦିଆଯିବା ଅର୍ଥ— ପୁରସ୍କାର —୬. Cash present given to a Brāhmaṇa after feeding him.
- ୭. ଦେବୀ ବିଶେଷ —୭. Name of a Goddess.
- ୮. ଗୁରିଙ୍କୁ ବିଦ୍ୟାର୍ଥୀର ଦେବା ପାରିଶ୍ରମିକ —୮. Schooling fees given to the teacher.
- ୯. ନାୟକ ଅନ୍ୟ ନାଗରୀ ପ୍ରତି ଅନୁରକ୍ତ ଥିବାର ଜାଣି ମଧ୍ୟ ଯେଉଁ ନାୟିକା ଉକ୍ତ ନାୟକ ଉପରେ ପୂର୍ବବତ୍ ସ୍ନେହ ଓ ଅନୁରାଗ ଦେଖାଏ (ହିନ୍ଦୀ - ଶବ୍ଦସାଗର) — A class of heroines in fiction whose attachment to the lover remains unaltered even if he is known to be inconstant.
ସଂସ୍କୃତ - ଅ
[ସମ୍ପାଦନା]- ୧. ଦକ୍ଷିଣ ଦିଗରୁ —୧. From the south.
- ୨. ଦକ୍ଷିଣ ଦିଗରେ —୨. In the south.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ଦିଆଯିବା ବକ୍ସିସ୍ — ୧. Perquisite given to a person.
ବ୍ରାହ୍ମୁଣ ବରଷା ବଇଦ ବଢ଼ି ଦକ୍ଷିଣା ପାଇଲେ ଯାଆନ୍ତି ଛାଡ଼ି ଢଗ
- ୨. ଦକ୍ଷିଣ ପବନ —୨. South breeze.
ଅନୁବାଦ
[ସମ୍ପାଦନା]ଦକ୍ଷିଣା
|
ବିଶେଷଣ -
[ସମ୍ପାଦନା]- ୧. ଦକ୍ଷିଣ ଦିଗ୍ଭବ —୧. Southern.
- ୨. ଦକ୍ଷିଣ ଦେଶ ସମ୍ୱନ୍ଧୀୟ — ୨. Appertaining to the South.