ଦକ୍ଷିଣା

ଉଇକିଅଭିଧାନ‌ରୁ

ଦକ୍ଷିଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଦକ୍ଷିଣ+ସ୍ତ୍ରୀ. ଆ)[ସମ୍ପାଦନା]

୧. ପୂଜକ, ଆଚାର୍ଯ୍ୟ ପୁରୋହିତ ଓ ମନ୍ତ୍ରଗୁରୁ ଆଦିଙ୍କୁ ଦେୟ ଅର୍ଥ ବା ବିଦାକି —୧. Present or fee given to a priest or preceptor etc; sacrificial fee.

ଏ ସମୟେ ଋତ୍ୱଜ ଦକ୍ଷଣାକୁ ପାଇ, ଯାଗର ସମାପତି ଦିଅନ୍ତି କରାଇ କୃଷ୍ଣସିଂହ. ମହାଭାରତ ଶାନ୍ତ

୨. ପୁରସ୍କାର —୨. Reward.
୩. ଦକ୍ଷିଣ ଦିଗ —୩. The south point of the compass.
୪. ଦକ୍ଷିଣ ଦିଗ —୪. The southern country.
୫. ଯଜ୍ଞ ପତ୍ନୀ —୫. The wife of sacrifice personified.

[ଦ୍ରଷ୍ଟବ୍ୟ — ପୁରୁଣାରେ ଦକ୍ଷିଣା ଯଜ୍ଞର ପତ୍ନୀରୂପେ କଳ୍ପିତା; ବ୍ରହ୍ମ— ବୈବର୍ତ୍ତ ପୁରାଣରେ ଲେଖା ଅଛି ଯେ କାର୍ତ୍ତିକ ପୂର୍ଣ୍ଣିମା ରାତ୍ରିରେ ରାସୋତ୍ସବ ହେଉଥିବା କାଳରେ ଶ୍ରୀକୃଷ୍ଣଙ୍କ ଦକ୍ଷିଣାଂଶରୁ ଦକ୍ଷିଣାର ଉତ୍ପତ୍ତି ହୋଇଥିଲା ହିନ୍ଦୀ - ଶବ୍ଦସାଗର ]

୬. ବ୍ରହ୍ମଣଙ୍କୁ ଭୋଜନ କରାଇବା ପରେ ଦିଆଯିବା ଅର୍ଥ— ପୁରସ୍କାର —୬. Cash present given to a Brāhmaṇa after feeding him.
୭. ଦେବୀ ବିଶେଷ —୭. Name of a Goddess.
୮. ଗୁରିଙ୍କୁ ବିଦ୍ୟାର୍ଥୀର ଦେବା ପାରିଶ୍ରମିକ —୮. Schooling fees given to the teacher.
୯. ନାୟକ ଅନ୍ୟ ନାଗରୀ ପ୍ରତି ଅନୁରକ୍ତ ଥିବାର ଜାଣି ମଧ୍ୟ ଯେଉଁ ନାୟିକା ଉକ୍ତ ନାୟକ ଉପରେ ପୂର୍ବବତ୍ ସ୍ନେହ ଓ ଅନୁରାଗ ଦେଖାଏ (ହିନ୍ଦୀ - ଶବ୍ଦସାଗର) — A class of heroines in fiction whose attachment to the lover remains unaltered even if he is known to be inconstant.

ସଂସ୍କୃତ - ଅ[ସମ୍ପାଦନା]

୧. ଦକ୍ଷିଣ ଦିଗରୁ —୧. From the south.
୨. ଦକ୍ଷିଣ ଦିଗରେ —୨. In the south.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କୌଣସି ବ୍ୟକ୍ତିକୁ ଦିଆଯିବା ବକ୍ସିସ୍ — ୧. Perquisite given to a person.

ବ୍ରାହ୍ମୁଣ ବରଷା ବଇଦ ବଢ଼ି ଦକ୍ଷିଣା ପାଇଲେ ଯାଆନ୍ତି ଛାଡ଼ି ଢଗ

୨. ଦକ୍ଷିଣ ପବନ —୨. South breeze.

ଅନୁବାଦ[ସମ୍ପାଦନା]

ବିଶେଷଣ -[ସମ୍ପାଦନା]

୧. ଦକ୍ଷିଣ ଦିଗ୍ଭବ —୧. Southern.
୨. ଦକ୍ଷିଣ ଦେଶ ସମ୍ୱନ୍ଧୀୟ — ୨. Appertaining to the South.