ଦକ୍ଷିଣୀ
ଦେଖଣା
ଦକ୍ଷିଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଦକ୍ଷିଣୀୟ)
[ସମ୍ପାଦନା]- ୧. ଦକ୍ଷିଣ ଦେଶୀୟ — ୧. Southern.
- ୨. ଦାକ୍ଷିଣାତ୍ୟ ଦେଶ — ୨. Deccanese.
- ୩. ଦାକ୍ଷିଣାତ୍ୟ ପ୍ରଚଳିତ — ୩. Used or found in the Deccan.
- ୪. ତେଲଙ୍ଗୀ; ତୈଲଙ୍ଗ ଦେଶୀୟ —୪. Telugu
(ଯଥା— ଦକ୍ଷିଣୀ ନାଟ;ଦକ୍ଷିଣୀ ଦାରୀ ଇତ୍ୟାଦି)
ବିଶେଷ୍ୟ -
[ସମ୍ପାଦନା]- ୧. ଦାକ୍ଷିଣାତ୍ୟ ଦେଶବାସୀ ବ୍ୟକ୍ତି — ୧. A Deccanese.
- ୨. ତୈଲଙ୍ଗୀୟ ବ୍ୟକ୍ତି; ତେଲଙ୍ଗା; ତେଲଙ୍ଗୀ — ୨. A telugu.
- ୩. ଦକ୍ଷିଣ ଦେଶ; ଦାକ୍ଷିଣାତ୍ୟ —୩. The Deccan.