ଦକ୍ଷିଣୀ

ଉଇକିଅଭିଧାନ‌ରୁ

ଦକ୍ଷିଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଦକ୍ଷିଣୀୟ)[ସମ୍ପାଦନା]

୧. ଦକ୍ଷିଣ ଦେଶୀୟ — ୧. Southern.
୨. ଦାକ୍ଷିଣାତ୍ୟ ଦେଶ — ୨. Deccanese.
୩. ଦାକ୍ଷିଣାତ୍ୟ ପ୍ରଚଳିତ — ୩. Used or found in the Deccan.
୪. ତେଲଙ୍ଗୀ; ତୈଲଙ୍ଗ ଦେଶୀୟ —୪. Telugu

(ଯଥା— ଦକ୍ଷିଣୀ ନାଟ;ଦକ୍ଷିଣୀ ଦାରୀ ଇତ୍ୟାଦି)

ବିଶେଷ୍ୟ -[ସମ୍ପାଦନା]

୧. ଦାକ୍ଷିଣାତ୍ୟ ଦେଶବାସୀ ବ୍ୟକ୍ତି — ୧. A Deccanese.
୨. ତୈଲଙ୍ଗୀୟ ବ୍ୟକ୍ତି; ତେଲଙ୍ଗା; ତେଲଙ୍ଗୀ — ୨. A telugu.
୩. ଦକ୍ଷିଣ ଦେଶ; ଦାକ୍ଷିଣାତ୍ୟ —୩. The Deccan.