ଦଗଧି ମରିବା
ଦହଗଞ୍ଜ ହୋଇ କଷ୍ଟ ପାଇବା — To be sorely afflicted.
ତାଙ୍କ ପୋଷଣେ ଚିନ୍ତା କରେ ଦଗଧି ମୋତେ ଦୁଃଖ ଘୋରେ ଜଗନ୍ନାଥ, ଭାଗବତ