ଦଗଧି ମରିବା

ଉଇକିଅଭିଧାନ‌ରୁ

ଦଗଧି ମରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ -[ସମ୍ପାଦନା]

ଦହଗଞ୍ଜ ହୋଇ କଷ୍ଟ ପାଇବା — To be sorely afflicted.

ତାଙ୍କ ପୋଷଣେ ଚିନ୍ତା କରେ ଦଗଧି ମୋତେ ଦୁଃଖ ଘୋରେ ଜଗନ୍ନାଥ, ଭାଗବତ