ଦଣ୍ଡଯାତ୍ରା
ଦେଖଣା
ଦଣ୍ଡଯାତ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଯୁଦ୍ଧ ଯାତ୍ରା —୧. Military expendition; marching for fighting.
- ୨. ଦିଗ୍ୱିଜୟାର୍ଥ ଯାତ୍ରା — ୨. March to conquer adjoining countries.
- ୩. ଦୋଷୀକୁ ଦଣ୍ଡଦେବା ପାଇଁ ସୈନ୍ୟଯାତ୍ରା — ୩. Punitive expendition.
- ୪. ବରର ଅନୂଗମନ; ବରସଙ୍ଗେ ବରଯାତ୍ରୀଙ୍କ ଯାତ୍ରା — ୪. A marriage procession.
- ୫. ଶୋଭାଯାତ୍ରା —୫. A ceremonial procession.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପଣାସଂକ୍ରାନ୍ତି ସମୟରେ ପାଣ ଧୋବାଆଦିଙ୍କଦ୍ୱାରା ପାଳିତ ଉତ୍ସବ —A festival and dancing observed by low caste people on 'B&aline;i̱ṡākha Saṁkrānti.'