ଦଣ୍ଡଯାତ୍ରା

ଉଇକିଅଭିଧାନ‌ରୁ

ଦଣ୍ଡଯାତ୍ରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଯୁଦ୍ଧ ଯାତ୍ରା —୧. Military expendition; marching for fighting.
୨. ଦିଗ୍ୱିଜୟାର୍ଥ ଯାତ୍ରା — ୨. March to conquer adjoining countries.
୩. ଦୋଷୀକୁ ଦଣ୍ଡଦେବା ପାଇଁ ସୈନ୍ୟଯାତ୍ରା — ୩. Punitive expendition.
୪. ବରର ଅନୂଗମନ; ବରସଙ୍ଗେ ବରଯାତ୍ରୀଙ୍କ ଯାତ୍ରା — ୪. A marriage procession.
୫. ଶୋଭାଯାତ୍ରା —୫. A ceremonial procession.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପଣାସଂକ୍ରାନ୍ତି ସମୟରେ ପାଣ ଧୋବାଆଦିଙ୍କଦ୍ୱାରା ପାଳିତ ଉତ୍ସବ —A festival and dancing observed by low caste people on 'B&aline;i̱ṡākha Saṁkrānti.'