ଧକଉଁଧକା
ଧକଉଁଧକା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଧକମ୍ଧକା, ଧକଂଧକା—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ଧକଉଁଧକା
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ପରସ୍ପର ଧକା ମରାମରି; ଧକାଧକି — ୧. Pushing each other; mutual shoving.
- ୨. ଅତିଶୟ ଜନତା ମଧ୍ୟରେ ଠେଲା ଠେଲି — ୨. Pushing each other in a large crowd; justling in a dense crowd.