ଧକଲାଇବା
ଧକଲାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧକଲାଧକଲି କରିବା, ଧକଲିବା, ଧକାଲିବାଅନ୍ୟରୂପ
ଅନୁବାଦ[ସମ୍ପାଦନା]
ଧକଲାଇବା
|
ଦେଶଜ - ନ୍ତ୍ରି[ସମ୍ପାଦନା]
- ୧. ଧକ୍କାମାରି ଏଦିଗ ସେଦିଗକୁ ନେବା — ୧. To push a man to and fro.
- ୨. ସଂକୀର୍ଣ୍ଣ ସ୍ଥାନରେ ବହୁ— ଲୋକଙ୍କୁ ପୂରାଇବା — ୨. To over crowd a place; to push many persons into a small place.
- ୩. ଜୁଲମ୍ କରିବା; ଅତ୍ୟାଚାର କରିବା — ୩. To oppress.