ଧକଲାଇବା

ଉଇକିଅଭିଧାନ‌ରୁ

ଧକଲାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଧକଲାଧକଲି କରିବା, ଧକଲିବା, ଧକାଲିବାଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ନ୍ତ୍ରି[ସମ୍ପାଦନା]

୧. ଧକ୍କାମାରି ଏଦିଗ ସେଦିଗକୁ ନେବା — ୧. To push a man to and fro.
୨. ସଂକୀର୍ଣ୍ଣ ସ୍ଥାନରେ ବହୁ— ଲୋକଙ୍କୁ ପୂରାଇବା — ୨. To over crowd a place; to push many persons into a small place.
୩. ଜୁଲମ୍ କରିବା; ଅତ୍ୟାଚାର କରିବା — ୩. To oppress.