ଧନ୍ଦକା
ଧନ୍ଦକା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଧନ୍ଦକି—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱନ୍ଦ)[ସମ୍ପାଦନା]
- ୧. ଛାନିଆ; ବିଷମ ସମସ୍ୟାରେ ପଡ଼ିବା ଲୋକର ଘଟିବା କିଂତର୍ତ୍ତବ୍ୟବିମୂଢ଼ତା — ୧. Bewilderment.
- ୨. କାର୍ଯ୍ୟବ୍ୟସ୍ତତା; ଜଞ୍ଜାଳ — ୨. Press of work.
- ୩. ଗୋଲକଧନ୍ଦା —୩. Puzzle; labyrinth.
- ୪. ଦୃଷ୍ଟିଭ୍ରମ —୪. Mistiness of eyesight.
- ୫. ସନ୍ଦେହ —୫. Doubt; hesitation.