ନଅଟା ଛଅଟା
ଦେଖଣା
ନଅଟା ଛଅଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଅଟା ଛଅଟା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅନେକ, ବହୁସଂଖ୍ୟକ — ୧. Many.
- ୨. ପ୍ରୟୋଜନାଧିକ — ୨. More than enough.
(ଯଥା—ମୋର କଅଣ ନଅଟା ଛଅଟା ପୁଅ ଅଛନ୍ତି ଯେ, ମୁଁ ନେଇ ୟା ତାଠେଇଁ ପୋଷାପୁଅ ଗୁଞ୍ଜି ଦେବି)