Jump to content

ନଅଟା ଛଅଟା

ଉଇକିଅଭିଧାନ‌ରୁ

ନଅଟା ଛଅଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅନେକ, ବହୁସଂଖ୍ୟକ — ୧. Many.
୨. ପ୍ରୟୋଜନାଧିକ — ୨. More than enough.

(ଯଥା—ମୋର କଅଣ ନଅଟା ଛଅଟା ପୁଅ ଅଛନ୍ତି ଯେ, ମୁଁ ନେଇ ୟା ତାଠେଇଁ ପୋଷାପୁଅ ଗୁଞ୍ଜି ଦେବି)