ନଅଣ୍ଟ
ନଅଣ୍ଟ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅନଟନ; ନ୍ୟୁନ)[ସମ୍ପାଦନା]
- ୧. ଅଭାବ; ଅନଟନ —୧. Want.
- ୨. ଅପ୍ରାଚୁର୍ଯ୍ୟ; ଅପ୍ରତୁଳତା — ୨. Insufficience.
- ୩. କମ ହେଉଥିବା ବସ୍ତୁ; କମତି —୩. Deficit.
- ୪. ଅସମ୍ପୂର୍ଣ୍ଣତା —୪. Incompleteness.
- ୫. କମ୍ ହେବା ଅବସ୍ଥା —୫. Decrease; deficience.
ଦେଶଜ - ବିଶେଷଣ -[ସମ୍ପାଦନା]
ନଅଣ୍ଟିଆ (ଦେଖ) - —Na-aṇṭiā (See)