ନଅଣ୍ଟ
ଦେଖଣା
ନଅଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅନଟନ; ନ୍ୟୁନ)
[ସମ୍ପାଦନା]- ୧. ଅଭାବ; ଅନଟନ —୧. Want.
- ୨. ଅପ୍ରାଚୁର୍ଯ୍ୟ; ଅପ୍ରତୁଳତା — ୨. Insufficience.
- ୩. କମ ହେଉଥିବା ବସ୍ତୁ; କମତି —୩. Deficit.
- ୪. ଅସମ୍ପୂର୍ଣ୍ଣତା —୪. Incompleteness.
- ୫. କମ୍ ହେବା ଅବସ୍ଥା —୫. Decrease; deficience.
ଦେଶଜ - ବିଶେଷଣ -
[ସମ୍ପାଦନା]ନଅଣ୍ଟିଆ (ଦେଖ) - —Na-aṇṭiā (See)