ନଉ
ଦେଖଣା
ନଉ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ) (ସଂସ୍କୃତ - ନବତି)
[ସମ୍ପାଦନା]ନବତି; ନବେ;୯ —୯୦; ninty
ଭୀମସେନ ସୁତ ତା ସହି ନ ପାରିଲେ ନଉ କାଣ୍ଡ ଦୁର୍ମୂଖ ଦେହକୁ ବନ୍ଧିଲେ କୃଷ୍ଣସିଂହ. ମହାଭାରତ ଭୀଷ୍ମ
ଗ୍ରାମ୍ୟ - ବୈଦେଶିକ - ବିଶେଷ୍ୟ - (ଫାରାସୀ - ଲହୁ)
[ସମ୍ପାଦନା]ରକ୍ତ —Blood.
ପ୍ରାଦେଶିକ - (ଭତରି ଭାଖା) ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ନଅ; ୯ —୯; nine.