ନଉ

ଉଇକିଅଭିଧାନ‌ରୁ

ନଉ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ) (ସଂସ୍କୃତ - ନବତି)[ସମ୍ପାଦନା]

ନବତି; ନବେ;୯ —୯୦; ninty

ଭୀମସେନ ସୁତ ତା ସହି ନ ପାରିଲେ ନଉ କାଣ୍ଡ ଦୁର୍ମୂଖ ଦେହକୁ ବନ୍ଧିଲେ କୃଷ୍ଣସିଂହ. ମହାଭାରତ ଭୀଷ୍ମ

ଗ୍ରାମ୍ୟ - ବୈଦେଶିକ - ବିଶେଷ୍ୟ - (ଫାରାସୀ - ଲହୁ)[ସମ୍ପାଦନା]

ରକ୍ତ —Blood.

ପ୍ରାଦେଶିକ - (ଭତରି ଭାଖା) ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

ନଅ; ୯ —୯; nine.