ନକଲ କରିବା

ଉଇକିଅଭିଧାନ‌ରୁ

ନକଲ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ନକଲ କାଢ଼ିବା—ଅନ୍ୟରୂପ)

ଦେଶଜ - କ୍ରି.[ସମ୍ପାଦନା]

୧. ଥଟ୍ଟା କରିବା — ୧. To jest.
୨. ଛଇ ବାହାର କରିବା — ୨ To make a sport.
୩. କାହାରିକୁ ଅନୁକରଣ କରି ଥଟା ବା ପରିହାସ କରିବା —୩. To mimic; to redicule by imitating.
୪. ପ୍ରତିଲିପି କରିବା —୪. To make a copy.
୫. ଅନୁକରଣ କରିବା —୫. To imitate.



ନକଲ କରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

କୌଣସି ଲେଖାର ବା ବହିର ପ୍ରତିଲିପି ଆପଣା ନିକଟରେ ସାଇତିବା

[ଦ୍ରଷ୍ଟବ୍ୟ —ଏହିପରି ନୋଟ୍ ରଖିବା, ଟିପା ରଖିବା]