ନକଲ କରିବା
ଦେଖଣା
ନକଲ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ନକଲ କାଢ଼ିବା—ଅନ୍ୟରୂପ)
ଦେଶଜ - କ୍ରି.
[ସମ୍ପାଦନା]- ୧. ଥଟ୍ଟା କରିବା — ୧. To jest.
- ୨. ଛଇ ବାହାର କରିବା — ୨ To make a sport.
- ୩. କାହାରିକୁ ଅନୁକରଣ କରି ଥଟା ବା ପରିହାସ କରିବା —୩. To mimic; to redicule by imitating.
- ୪. ପ୍ରତିଲିପି କରିବା —୪. To make a copy.
- ୫. ଅନୁକରଣ କରିବା —୫. To imitate.
ନକଲ କରିବା
ଦେଶଜ - କ୍ରି.
[ସମ୍ପାଦନା]କୌଣସି ଲେଖାର ବା ବହିର ପ୍ରତିଲିପି ଆପଣା ନିକଟରେ ସାଇତିବା
[ଦ୍ରଷ୍ଟବ୍ୟ —ଏହିପରି ନୋଟ୍ ରଖିବା, ଟିପା ରଖିବା]