Jump to content

ନକଲ କରିବା

ଉଇକିଅଭିଧାନ‌ରୁ

ନକଲ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନକଲ କାଢ଼ିବା—ଅନ୍ୟରୂପ)

ଦେଶଜ - କ୍ରି.

[ସମ୍ପାଦନା]
୧. ଥଟ୍ଟା କରିବା — ୧. To jest.
୨. ଛଇ ବାହାର କରିବା — ୨ To make a sport.
୩. କାହାରିକୁ ଅନୁକରଣ କରି ଥଟା ବା ପରିହାସ କରିବା —୩. To mimic; to redicule by imitating.
୪. ପ୍ରତିଲିପି କରିବା —୪. To make a copy.
୫. ଅନୁକରଣ କରିବା —୫. To imitate.



ନକଲ କରିବା

ଦେଶଜ - କ୍ରି.

[ସମ୍ପାଦନା]

କୌଣସି ଲେଖାର ବା ବହିର ପ୍ରତିଲିପି ଆପଣା ନିକଟରେ ସାଇତିବା

[ଦ୍ରଷ୍ଟବ୍ୟ —ଏହିପରି ନୋଟ୍ ରଖିବା, ଟିପା ରଖିବା]