ପଅରଦିନ

ଉଇକିଅଭିଧାନ‌ରୁ

ପଅରଦିନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ପଅରଦିନ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରେଦ୍ୟୁଃ)[ସମ୍ପାଦନା]

ପରଶ୍ୱଃ; ଗତ କାଲିର ପୂର୍ବ ଦିନ ଓ ଆଗାମୀ କାଲିର ପର ଦିନ —Day after tomorrow; day before yesterday.

ମୋ ବାଇଧନ ପିଠା କରିଦେବି ପଅରଦିନ— କେଳାଙ୍କ ଧୁଡ଼ିକୀ ଗୀତ