Jump to content

ପଅରଦିନ

ଉଇକିଅଭିଧାନ‌ରୁ

ପଅରଦିନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପଅରଦିନ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରେଦ୍ୟୁଃ)

[ସମ୍ପାଦନା]

ପରଶ୍ୱଃ; ଗତ କାଲିର ପୂର୍ବ ଦିନ ଓ ଆଗାମୀ କାଲିର ପର ଦିନ —Day after tomorrow; day before yesterday.

ମୋ ବାଇଧନ ପିଠା କରିଦେବି ପଅରଦିନ— କେଳାଙ୍କ ଧୁଡ଼ିକୀ ଗୀତ