ପଇଟିଣ୍
ଦେଖଣା
ପଇଟିଣ୍
ଉଚ୍ଚାରଣ
[ସମ୍ପାଦନା]ପଇଟିଣି, ପଇଟିନ୍, ପେଟିନ୍ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - pointing ପଏଣ୍ଟିଙ୍ଗ୍)
[ସମ୍ପାଦନା]କାନ୍ଥର ଇଟା ଉପରେ ବିବାକ୍ ଚୂନ ପଲସ୍ତରା ନ କରି ଇଟା ବା ପଥରର ସନ୍ଧି ରେଖା ଗୁଡ଼ିକ ଚୂନ ବା ସିମେଣ୍ଟ ଦ୍ୱରା ପରିସ୍ଫୁଟ କର୍ମ — The act of 'pointing' the edges of the bricks or stones in a brick or stone masonry.