ପଇଟିଣ୍

ଉଇକିଅଭିଧାନ‌ରୁ

ପଇଟିଣ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପଇଟିଣି, ପଇଟିନ୍, ପେଟିନ୍ଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - pointing ପଏଣ୍ଟିଙ୍ଗ୍)[ସମ୍ପାଦନା]

କାନ୍ଥର ଇଟା ଉପରେ ବିବାକ୍ ଚୂନ ପଲସ୍ତରା ନ କରି ଇଟା ବା ପଥରର ସନ୍ଧି ରେଖା ଗୁଡ଼ିକ ଚୂନ ବା ସିମେଣ୍ଟ ଦ୍ୱରା ପରିସ୍ଫୁଟ କର୍ମ — The act of 'pointing' the edges of the bricks or stones in a brick or stone masonry.