ପଇଦା କରିବା
ପଇଦା କରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ପଇଦାସ୍ କରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଜନ୍ମ କରିବା —୧. To give birth; to beget.
- ୨. ଉତ୍ପାଦନ କରିବା —୨. To produce.
ନିଜ ବୁଦ୍ଧି, ନିଜ ବାହୁବଚନରେ ମାଟିକୁ ସୂନା ପଇଦା କରିଅଛନ୍ତି ଫକୀରମୋହନ—ଛମାଣ ଆଯଗୁଣ୍ଠ
- ୩. ଆୟ କରିବା; ଅର୍ଜ୍ଜନ କରିବା — ୩. To get; to earn.