ପଇସାବୁହାଇବା
ଦେଖଣା
ପଇସାବୁହାଇବା
ଉଚ୍ଚାରଣ
[ସମ୍ପାଦନା](ପଇସା ବୋହିବା—ଅନ୍ୟରୂପ)
(ପଇସା ବୁହା—ବିଶେଷ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପଇସା ଉଡ଼ାଇବା (ଦେଖ) - Paisā uṟḍ̠āibā (See)
- ୨. ଅନ୍ୟଠାରୁ ବହୁପରିମାଣରେ ଅର୍ଥ ନେବା —୨. To take a large amount of money from another.
- ୩. ଅନ୍ୟକୁ ବହୁଧନ ଦେବା — ୩. To give a large sum to another.